Meaning : ଯାହା ଶୋକରେ ଭରା
							Example : 
							କୌଣସି ମହାନ୍ ବ୍ୟକ୍ତିଙ୍କ ମୃତ୍ୟୁରେ ସମଗ୍ର ଦେଶର ପରିବେଶ ଶୋକପୂର୍ଣ୍ଣ ହୋଇଯାଏ
							
Synonyms : ଶୋକପୂର୍ଣ୍ଣ, ଶୋକାଗ୍ରସ୍ତ
Translation in other languages :
Meaning : ଯାହା ଦୁଃଖରେ ଭରା
							Example : 
							ହିନ୍ଦୁ ବିଧବାର ଜୀବନ ଦୁଃଖମୟ
							
Synonyms : କଷ୍ଟପୂର୍ଣ୍ଣ୍, କଷ୍ଟଭରା, ଦୁଃଖଦ, ଦୁଃଖଭରା, ଦୁଃଖମୟ
Translation in other languages :
Causing or marked by grief or anguish.
A grievous loss.