Meaning : କୌଣସି ଶବ୍ଦ, ବାକ୍ୟ, ଲେଖା ଆଦିକୁ ଦେଖି ସେଗୁଡ଼ିକୁ ଆକ୍ଷରିକଭାବେ ଲେଖିବାର ପ୍ରକ୍ରିୟା
							Example : 
							ଶିକ୍ଷକ ଦୁଇଜଣ ପରୀକ୍ଷାର୍ଥୀଙ୍କୁ କପି କଲାବେଳେ ଧରିଲେ
							
Synonyms : କପି
Translation in other languages :
Meaning : କାହାର ହାବଭାବ ଅଥବା କଥାବାର୍ତ୍ତାର ଭଲରେ କରାଯାଉଥିବା ଅନୁକରଣ
							Example : 
							ଛୋଟପିଲା ନିଜ ଜେଜେଙ୍କ ଅନୁକରଣ କରୁଛି
							
Synonyms : ଅନୁକରଣ
Translation in other languages :
A representation of a person that is exaggerated for comic effect.
caricature, imitation, impersonationMeaning : ଯେଉଁ କାଗଜ ଉପରେ କୌଣସି ଲେଖା ବା ବିବରଣ ଉତୁରା ଯାଇଥାଏ
							Example : 
							ବୋର୍ଡ଼ ପରୀକ୍ଷାରେ ନକଲ କରିବାପାଇଁ ପିଲାମାନେ କପି ତିଆରି କରୁଛନ୍ତି
							
Synonyms : କପି
Translation in other languages :
Meaning : ଲେଖାଆଦିର ଆକ୍ଷରିକ ସ୍ୱରୂପ
							Example : 
							ପରୀକ୍ଷା ପ୍ରମାଣ ପତ୍ରର ଆଉ ଏକ ନକଲପାଇଁ ବିଦ୍ୟାଳୟରେ ଆବେଦନ କରାଗଲା
							
Translation in other languages :
Meaning : ଦେଖାଦେଖିରେ କରାଯାଉଥିବା କାର୍ଯ୍ୟ
							Example : 
							ଭଲ ଲୋକଙ୍କ ଅନୁକରଣ କରିବା ଉଚିତ୍
							
Synonyms : ଅନୁକରଣ, ଅନୁଗମନ, ଅନୁସରଣ
Translation in other languages :
The act of imitating the behavior of some situation or some process by means of something suitably analogous (especially for the purpose of study or personnel training).
simulation