Meaning : ଯେଉଁଥିରେ ନାହିଁର ଅର୍ଥ ନିହିତ ଅଛି(ବ୍ୟାକରଣରେ ପ୍ରଯୁକ୍ତ)
							Example : 
							ନାହିଁ, ନା ଆଦି ନକାରାର୍ଥକ ଶବ୍ଦ
							
Synonyms : ନକାରାର୍ଥକ, ନାସ୍ତିବାଚକ
Translation in other languages :
Meaning : ଯେଉଁଥିରେ ନାହିଁର ଭାବ ଅଛି
							Example : 
							ସେ ମୋ କଥା ଉପରେ ନକାରାତ୍ମକ ରୂପରେ ନିଜ ମୁଣ୍ଡ ହଲାଇ ଦେଲା
							
Synonyms : ଅସ୍ୱୀକାରାତ୍ମକ
Translation in other languages :
Expressing or consisting of a negation or refusal or denial.
negative