Meaning : ମୋତି, ମର୍କତମଣି, ମାଣିକ, ଗୋମେଦ, ହୀରା, ପ୍ରବାଳ, ବୈଦୁର୍ଯ୍ୟମଣି, ପୁଷ୍ପରାଗ ଓ ନୀଳା-ଏହି ନଅଟି ରତ୍ନ
							Example : 
							ସେ ଗ୍ରହବାଧା ଦୂର କରିବାପାଇଁ ନବରତ୍ନର ମୁଦି ପିନ୍ଧିଛି
							
Synonyms : ନ ରତ୍ନ
Translation in other languages :
Meaning : ନଅଟି ମସଲାରୁ ତିଆରି କରାଯାଉଥିବା ଏକ ପ୍ରକାର ଚଟଣୀ
							Example : 
							ନବରତ୍ନ ଖାଇବାକୁ ବଡ଼ ସ୍ୱାଦିଷ୍ଟ
							
Translation in other languages :
नौ मसालों के योग से बनी एक चटनी।
नवरत्न चटनी खाने में बड़ी ही स्वादिष्ट होती है।Meaning : ପ୍ରାଚୀନ କାଳରେ କୌଣସି କୌଣସି ରାଜା ମହାରାଜାଙ୍କ ସଭାରେ ରହୁଥିବା ନଅ ଜଣ ବିଦ୍ୱାନ
							Example : 
							ବିକ୍ରମାଦିତ୍ୟଙ୍କ ନବରତ୍ନ ମଧ୍ୟରେ କାଳିଦାସ ଜଣେ ଥିଲେ
							
Translation in other languages :
A person with special knowledge or ability who performs skillfully.
expert