Meaning : ଉପରକୁ ଚଢ଼ିବା ବା ଓହ୍ଲାଇବା ପାଇଁ ସ୍ଥାୟୀ ରୁପରେ ତିଆରି ହୋଇଥିବା ସେହି ସ୍ଥାନ ଯାହା ଉପରେ ଗୋଟିଏ ପରେ ଗୋଟିଏ ପାଦ ରଖିବାର ସୁବିଧା ରହିଥାଏ
							Example : 
							ମୋ ଘରର ଶିଢ଼ି ଚକ୍ରାକାର ଶିଢ଼ିରେ ତା ପାଦ ଖସିଗଲା ଓ ସେ ତଳେ ପଡ଼ିଗଲା
							
Translation in other languages :