Meaning : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ
							Example : 
							ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି
							
Synonyms : ଦୁର୍ଗନ୍ଧ, ପଚାଳିଆଗନ୍ଧ
Translation in other languages :
Meaning : କୌଣସି ବସ୍ତୁ ସଢ଼ିଯିବାରୁ ସେଥିରୁ ବାହାରୁଥିବା ଦୁର୍ଗନ୍ଧ
							Example : 
							ଜଣାନାହିଁ କେଉଁଠୁ  ସଢ଼ାଗନ୍ଧ ଆସୁଛି
							
Synonyms : ସଢ଼ାଗନ୍ଧ
Translation in other languages :