Meaning : ପଦ, ମର୍ଯ୍ୟାଦା ଆଦି ବିଚାରରେ ସମାଜର କୌଣସି ବ୍ୟକ୍ତି, ସଂସ୍ଥା ଆଦିର ସେହି ବିଧିବଦ୍ଧ ସ୍ଥିତି ଯାହା କୌଣସି ନିଶ୍ଚିତ ସୀମା ମଧ୍ୟରେ ପ୍ରାପ୍ତ ହୋଇଥାଏ
							Example : 
							ବ୍ୟକ୍ତିର ସ୍ଥିତି ତାର ମର୍ଯ୍ୟାଦା, ପଦ, ସମ୍ମାନ ଆଦିର ସୂଚକ
							
Translation in other languages :
Meaning : ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ
							Example : 
							ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?
							
Translation in other languages :
Meaning : କୌଣସି ବିଶେଷ ଅର୍ଥ ଥିବା ଶବ୍ଦ ବା ଶବ୍ଦ ସମୂହ
							Example : 
							ପଦଭାବରେ ଲୋକୋକ୍ତିର ଗଣନା ହୁଏ
							
Translation in other languages :
A group of words that form a constituent of a sentence and are considered as a single unit.
I concluded from his awkward constructions that he was a foreigner.Meaning : କୌଣସି ଲୋକର ଗୋଡ଼ର ସବୁଠାରୁ ନୀଚ ଅଂଶ ଯାହା ଉପରେ ସେ ଠିଆ ହୁଏ ବା ଯାହାଦ୍ୱାରା ସେ ଚାଲେ
							Example : 
							କର୍ମଚାରୀ ଜଣଙ୍କ ଅଧିକାରୀଙ୍କ ପାଦତଳେ ପଡ଼ି କରୁଣ ଭାବେ ପ୍ରାର୍ଥନା କଲା
							
Translation in other languages :
The part of the leg of a human being below the ankle joint.
His bare feet projected from his trousers.