Meaning : ଚେସଖେଳ ସମ୍ପୃକ୍ତ କେତେକ ଗୋଟି ମଧ୍ୟରୁ ସେହି ଗୋଟି ଯାହାର ସଂଖ୍ୟା ଆଠ ଏବଂ ଯହାର ମୂଲ୍ୟ ସବୁଠାରୁ କମ୍ ହୋଇଥାଏ
							Example : 
							ଚେସ ଖେଳରେ ସିପାହୀ ସଦାବେଳେ ସିଧା ଚାଲେ ଏବଂ ତେରେଛା ମାରିଥାଏ
							
Translation in other languages :
Meaning : ଯେଉଁ ସିପାହୀ ପାଖରେ ଘୋଡ଼ା ବା ଅନ୍ୟ କୌଣସି ବାହନ ନ ଥାଏ
							Example : 
							ସେନା ଆକ୍ରମଣ ସମୟରେ ଶତ୍ରୁପକ୍ଷର ଶହଶହ ପଦାତିକ ମୃତାହତ ହେଲେ
							
Translation in other languages :
Meaning : କୌଣସି ବାହାନ ଉପରେ ନଚଢ଼ି ଭୂଇଁରେ ରହି ଯୁଦ୍ଧ କରୁଥିବା ସେନାଦଳ
							Example : 
							ପ୍ରାଚୀନ କାଳର ଯୁଦ୍ଧରେ ପଦାତିକମାନଙ୍କର ବଡ଼ ମହତ୍ୱ ଥିଲା
							
Translation in other languages :
वह सेना जिसका सैनिक किसी वाहन पर सवार नहीं होता है अपितु भूमि पर रहकर युद्ध करता है।
प्राचीन काल में युद्ध में पैदल सेना का बड़ा महत्व होता था।Meaning : ପାଦରେ ଚାଲି କେଉଁଠାକୁ ଯିବା ବ୍ୟକ୍ତି
							Example : 
							ପଦାତିକ ସୈନିକ ଶୋଷରେ କଷ୍ଟ ପାଉଥିଲେ
							
Translation in other languages :