Meaning : ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
							Example : 
							ଏହି ଘଟଣା ପରଠାରୁ ତା ଜୀବନରେ ବହୁତ ପରିବର୍ତ୍ତନ ଆସିଛି
							
Synonyms : ପରିବର୍ତ୍ତନ, ପରିବର୍ତ୍ତନ ଆଣିବା, ବଦଳିଯିବା, ବଦଳେଇବା
Translation in other languages :
एक रूप से दूसरे रूप में आना।
इस घटना के बाद से उसके जीवन में बहुत परिवर्तन आया है।