Meaning : ମୂଲ୍ୟ, ଦେଣାଆଦି ପରିଶୋଧ କରିବା
							Example : 
							ପ୍ରଥମେ ମୋର ଋଣ ପରିଶୋଧ କର, ପରେ ବିଜୁଳି ବିଲ ପରିଶୋଧ କରିବ
							
Synonyms : ଦେବା, ଭରଣା କରିବା
Translation in other languages :
मूल्य, देन आदि चुकाना।
आप बिजली का बिल बाद में चुकाइएगा।Give money, usually in exchange for goods or services.
I paid four dollars for this sandwich.