Meaning : ମିୟାନୀ ଲଗା ନ ଯାଇ ବୋତାମ ଦ୍ୱାରା ବନ୍ଦ କରା ଯାଉଥିବା ଇଂରାଜୀ ଢଙ୍ଗର ପାଇଜାମା
							Example : 
							ଶୀତଦିନେ ଉଲତିଆରି ପାଇଜାମା ପିନ୍ଧିବାକୁ ଭଲ ଲାଗେ
							
Synonyms : ପ୍ୟାଣ୍ଟ
Translation in other languages :
Meaning : ଗୋଡ଼ରେ ପିନ୍ଧା ଯାଉଥିବା ଏକ ପୋଷାକ ଯେଉଁଥିରେ କମରରୁ ଆରମ୍ଭ କରି ଗୋଇଠି ପର୍ଯ୍ୟନ୍ତ ଘୋଡ଼ାଇ ହୁଏ
							Example : 
							ନେତାଜୀ ପାଇଜାମା ଏବଂ କୁର୍ତ୍ତା ପିନ୍ଧିଥିଲେ
							
Translation in other languages :