Meaning : ଗୋଟିଏ ପ୍ରକାର ଆମ୍ବ
							Example : 
							ତାକୁ ପାୟରୀ ଆମ୍ବ ବହୁତ ଭଲ ଲାଗେ
							
Synonyms : ପହେରି, ପହେରି ଆମ୍ବ, ପାୟରୀ ଆମ୍ବ, ରସପୁରି, ରସପୁରି ଆମ୍ବ
Translation in other languages :
Large oval tropical fruit having smooth skin, juicy aromatic pulp, and a large hairy seed.
mangoMeaning : ପାୟରୀ ଆମ୍ବର ଗଛ
							Example : 
							ଉଇ ଲାଗିବା କାରଣରୁ ପାୟରୀ ଆମ୍ବ ଗଛ କାଟିବାକୁ ପଡ଼ିଲା
							
Synonyms : ପାୟରୀ ଆମ୍ବ ଗଛ, ପାୟରୀ ଗଛ, ରସପୁରୀ, ରସପୁରୀ ଆମ୍ବ ଗଛ, ରସପୁରୀ ଗଛ
Translation in other languages :
Large evergreen tropical tree cultivated for its large oval fruit.
mangifera indica, mango, mango tree