Meaning : ସେହି ସ୍ଥାନ ଯାହାକୁ ପବିତ୍ର ବିଚାର କରାଯାଏ
							Example : 
							ହିନ୍ଦୁମାନଙ୍କ ନିମନ୍ତେ ପୁରୀ ପବିତ୍ର ସ୍ଥାନ
							
Synonyms : ପବିତ୍ରସ୍ଥାନ, ପୁଣ୍ୟଭୂମି
Translation in other languages :
वह स्थान जो पवित्र माना जाता हो।
हिंदुओं के लिए काशी एक पवित्र स्थान है।