Meaning : ପ୍ରାଚୀନ ସମୟ ବା ଅନେକ ଆଗରୁ ବିତିଥିବା ସମୟ
							Example : 
							ପ୍ରାଚୀନ କାଳରେ ଭାରତ ଶିକ୍ଷା କ୍ଷେତ୍ରରେ ବହୁତ ଆଗରେ ଥିଲା
							
Synonyms : ପୁରାତନ କାଳ, ପ୍ରାଚୀନ କାଳ
Translation in other languages :
प्राचीन समय या बहुत पहले बिता हुआ समय।
प्राचीन काल में भारत शिक्षा के क्षेत्र में बहुत ही आगे था।