Meaning : ଯେ ପୋଲିସଦ୍ୱାରା ବାଞ୍ଛିତ ବା ଯାହାକୁ ପୋଲିସ ଖୋଜୁଛି
							Example : 
							ପୋଲିସଦ୍ୱାରା ଅଭିପ୍ରେତ ଅପରାଧୀ ପଳେଇଗଲା
							
Synonyms : ପୋଲିସଦ୍ୱାରା ଅଭିପ୍ରେତ, ପୋଲିସଦ୍ୱାରା ଅଭୀଷ୍ଟ, ପୋଲିସଦ୍ୱାରା ବାଞ୍ଛିତ
Translation in other languages :
जो पुलिस द्वारा वाँछित हो या जिसे पुलिस खोज रही हो।
पुलिस द्वारा वाँछित अपराधी फरार है।