Meaning : ପ୍ରଣାମ କରୁଥିବା ବ୍ୟକ୍ତି
							Example : 
							ପୁରୋହିତେ ପ୍ରଣାମୀକୁ ଆଶୀର୍ବାଦ ସହିତ ପ୍ରସାଦ ମଧ୍ୟ ଦେଲେ
							
Synonyms : ପ୍ରଣାମକାରୀ
Translation in other languages :
Meaning : ଗୁରୁ, ବ୍ରାହ୍ମଣ,ସନ୍ଥଆଦିଙ୍କୁ ପ୍ରଣାମ ବା ଅଭିବାଦନ ସମୟରେ ଦିଆଯାଉଥିବା ଦକ୍ଷିଣା
							Example : 
							ପଣ୍ଡିତଙ୍କୁ ବହୁତ ପ୍ରଣାମୀ ମିଳିଲା
							
Synonyms : ଦକ୍ଷିଣା
Translation in other languages :