Meaning : ପ୍ରାପ୍ତ ବା ଅର୍ଜନ କରିବା ଯୋଗ୍ୟ
							Example : 
							ପ୍ରାପ୍ତ ଧନର ଆକାଂକ୍ଷା ହିଁ ଆଜି ତାଙ୍କୁ କୋଟିପତି କରାଇଲା
							
Translation in other languages :
Capable of being obtained.
Savings of up to 50 percent are obtainable.Meaning : ଯାହା ସୁଲଭ ବା ପ୍ରାପ୍ତ ହୋଇଥାଏ
							Example : 
							ଉପଲବ୍ଧ ସୁବିଧାଗୁଡ଼ିକର ସଦୁପଯୋଗ କର  ବନ୍ୟାପୀଡ଼ିତମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରାପ୍ତ ହୋଇଛି
							
Translation in other languages :
Obtainable or accessible and ready for use or service.
Kept a fire extinguisher available.