Meaning : କଠିନତା ବା ବିଘ୍ନରେ ପଡ଼ିବା
							Example : 
							ସ୍ମିତାଙ୍କ ଘରକୁ ଯାଇ ମୁଁ ବି ତାଙ୍କ ଘରୋଇ ମାମଲାରେ ଫସି ଗଲି
							
Synonyms : ଅଡ଼ୁଆ ମାମଲରେ ପଡ଼ିଯିବା
Translation in other languages :
Meaning : କାମରେ ଲିପ୍ତ ରହିବା
							Example : 
							ମୁଁ ଦିନ ତମାମ ଏହି ପ୍ରଶ୍ନକୁ ନେଇ ଧନ୍ଦି ହେଉଛି
							
Synonyms : ଅସୁବିଧାରେ ପଡ଼ିବା, ଗୁଡ଼େଇତୁଡ଼େଇ ଦେବା, ଧନ୍ଦି ହେବା
Translation in other languages :