Meaning : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
							Example : 
							ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
							
Synonyms : ଉପାଧି, କୁଳନାମ, ସଂଜ୍ଞା, ସାଙ୍ଗିଆ
Translation in other languages :
The name used to identify the members of a family (as distinguished from each member's given name).
cognomen, family name, last name, surname