Meaning : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
							Example : 
							ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
							
Synonyms : ବିତାଡ଼ିତ
Meaning : ଯାହାକୁ ବାହାର କରିଦିଆ ଯାଇଛି
							Example : 
							ବହିଷ୍କୃତ ବୋହୂ ଘରର ଦୁଆର ବାହାରେ ବସିଛି
							
Synonyms : ବାହାର କରାଯାଇଥିବା
Translation in other languages :
Meaning : ବାହାର କରାଯାଇଥିବା
							Example : 
							ବହିଷ୍କୃତ ବ୍ୟକ୍ତିମାନଙ୍କ ପୁନଃ ଥଇଥାନ ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ
							
Translation in other languages :
Meaning : ଯେଉଁମାନେ ବାଦ୍ ପଡ଼ିଥାନ୍ତି
							Example : 
							ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
							
Synonyms : ବିତାଡ଼ିତ
Translation in other languages :
Meaning : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
							Example : 
							ବହିଷ୍କୃତ ଖେଳାଳି ନିରାଶ ଥିଲା
							
Synonyms : ଦୂରୀକୃତ, ବାହାରକରାଯାଇଥିବା, ବିତାଡ଼ିତ
Translation in other languages :
Meaning : ବହିଷ୍କାର କରାଯାଇଥିବା
							Example : 
							ଏକା ବହିଷ୍କୃତ ଲୋକମାନଙ୍କର ସଂସ୍ଥା