Meaning : ଏକ ଲମ୍ବା ଶକ୍ତ ଗଛର କାଣ୍ଡ ଯାହାର ଜାଗା ଜାଗାରେ ଗଣ୍ଠି ଥାଏ ଏବଂ ଯାହା ଛପର କରିବା ଏବଂ ପାଚିଆ ଇତ୍ୟାଦି ବନେଇବା କାମରେ ବ୍ୟବହାର କରାଯାଏ
							Example : 
							ସେ ତା ବଗିଚାରେ ବାଉଁଶ ଗଛ ଲଗାଉଛି
							
Synonyms : ବେଣୁ
Translation in other languages :
Woody tropical grass having hollow woody stems. Mature canes used for construction and furniture.
bambooMeaning : ଏକ ପ୍ରକାର ମସୃଣ ପତଳା ବାଉଁଶ
							Example : 
							ବାଉଁଶରୁ କାଗଜ ତିଆରି ହୋଇଥାଏ
							
Translation in other languages :