Meaning : ଯେପରି ଆଶା ବା ପ୍ରତ୍ୟାଶା କରାଯାଇଥାଏ
							Example : 
							ପରୀକ୍ଷାରେ ମୋତେ ଇପ୍ସିତ ସଫଳତା ମିଳିଲା
							
Synonyms : ଅଭିଳସିତ, ଆଶାନୁକୂଳ, ଇପ୍ସିତ, ପ୍ରତ୍ୟାଶିତ, ମନାନୁକୂଳ
Translation in other languages :
जैसी आशा या प्रत्याशा की गई हो।
परीक्षा में मुझे आशाजनक सफलता मिली।