Meaning : ବିଛଣା, କପଡ଼ାଆଦି ଭୂମି ଉପରେ ବା କୌଣସି ସମତଳ ବସ୍ତୁଆଦି ଉପରେ ସଂପୂର୍ଣ୍ଣ ଦୂରତା ପର୍ଯ୍ୟନ୍ତ ବିସ୍ତାର କରିବା
							Example : 
							ସେ ଖଟ ଉପରେ ଚଦର ବିଛାଇଲା
							
Synonyms : ବିସ୍ତାର କରିବା
Translation in other languages :
Meaning : ବିଛାଇବାର କାମ ଅନ୍ୟ କାହାଦ୍ୱାରା କରାଇବା
							Example : 
							ଆଈ ଚାକରାଣୀଦ୍ୱାରା ବିଛଣା ବିଛାଇଲେ
							
Translation in other languages :
Meaning : କାହାରିକୁ ବିସ୍ତୃତ ହେବାପାଇଁ ପ୍ରବୃତ୍ତ କରିବା
							Example : 
							ଗୀତା ଚାକରଦ୍ୱାରା ଖରାରେ କପଡ଼ା ବିଛାଉଛି
							
Synonyms : ବିସ୍ତାର କରାଇବା
Translation in other languages :