Meaning : ଯାହାକୁ ବିଶ୍ୱାସ କରାଯାଇପାରେ ବା ଯାହା ଉପରେ ବିଶ୍ୱାସ ଥାଏ
							Example : 
							ଶ୍ୟାମ ଜଣେ ବିଶ୍ୱାସନୀୟ ବ୍ୟକ୍ତି
							
Synonyms : ବିଶ୍ୱାସନୀୟ, ବିଶ୍ୱାସୀ
Translation in other languages :
Steadfast in affection or allegiance.
Years of faithful service.