Meaning : ଯିଏ ବିଶ୍ୱାସ କରେ
							Example : 
							ସେ ମୋର ସଚ୍ଚୋଟତାରେ ବିଶ୍ୱାସୀ, ମୁହଁ ଖୋଲିବା ମାତ୍ରେ ସେ ମୋତେ ଶହେ ଟଙ୍କା ବାହାରକରି ଦେଇଦେଲେ
							
Synonyms : ବିଶ୍ୱାସୀ
Translation in other languages :
विश्वास करनेवाला।
वह मेरी ईमानदारी के प्रति विश्वासी है, मुहँ खोलते ही उसने मुझे सौ रुपये निकाल कर दे दिए।