Meaning : କୌଣସି ଜିନିଷ ଏପରିଭାବେ ଲୋକଙ୍କ ଆଗରେ ରଖିବା ଯେପରି ସେମାନେ ତାକୁ ଲୁଟିବେ ବା ଅନ୍ୟମାନଙ୍କୁ ଲୁଟିବାକୁ ଦେବା
							Example : 
							ସେଠ ଧନୀରାମ ତାଙ୍କ ପୁଅ ଜନ୍ମଦିନରେ ପାଣିପରି ଧନ ବୁହାଇଲେ
							
Synonyms : ଖର୍ଚ୍ଚକରିବା, ବ୍ୟୟକରିବା, ଲୁଟେଇବା
Translation in other languages :
कोई चीज़ इस प्रकार लोगों के सामने रखना कि वे उसे लूटें या दूसरों को लूटने देना।
सेठ धनीराम ने अपने बेटे के जन्मदिन पर बहुत सारा धन लुटाया।Meaning : ବୋହିବା କାମ ଅନ୍ୟ କାହାଦ୍ୱାରା କରାଇବା
							Example : 
							ମୁନସୀ ଶ୍ରମିକଙ୍କଦ୍ୱାରା ଇଟା ବୁହାଉଛନ୍ତି
							
Synonyms : ବହନ କରାଇବା, ସ୍ଥାନାନ୍ତରିତ କରାଇବା
Translation in other languages :