Meaning : ଆଘାତ ବା ଜୋରରେ ଝଟକାଦେଇ କୌଣସି ପଦାର୍ଥକୁ ଖଣ୍ଡ ବା ଭାଗ କରିବା
							Example : 
							ଏହି ଆଖୁକୁ ଛୋଟଛୋଟ ଖଣ୍ଡ କରିଦିଅ
							
Synonyms : ଖଣ୍ଡ କରିବା, ଗଡ଼କରିବା
Translation in other languages :
आघात या झटके से किसी पदार्थ के खंड या टुकड़े करना।
इस गन्ने के छोटे-छोटे टुकड़े कर दो।Meaning : ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା
							Example : 
							ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି
							
Synonyms : ବାଣ୍ଟିବା, ଭାଗବାଣ୍ଟିବା
Translation in other languages :