Meaning : ଯାହାର ତଳ ବା ଗାଣ୍ଡି ନାହିଁ
							Example : 
							ପିଣ୍ଡିହୀନ ବାସନକୁ ସଳଖ ରଖିବାପାଇଁ ମୁଚୁଳା ଦରକାର ପଡ଼େ
							
Synonyms : ପିଣ୍ଡିହୀନ
Translation in other languages :
Having no bottom.
Bottomless pajamas consisting simply of a long top opening down the front.Meaning : ଯେଉଁଥିରେ କିଛି ସତ୍ୟତା ବା ଯଥାର୍ଥତା ନାହିଁ
							Example : 
							ନ୍ୟାୟାଳୟରେ ତାଙ୍କଦ୍ୱାରା ଦିଆଯାଇଥିବା ବର୍ଣ୍ଣନା ଆଧାରହୀନ
							
Synonyms : ଅପ୍ରାମାଣିକ, ଆଧାରହୀନ, ନିରାଧାର
Translation in other languages :
Without a basis in reason or fact.
Baseless gossip.