Meaning : ପାଦତଳେ ଦବି ବା ଦବାହୋଇ ନଷ୍ଟ ହେବା ବା କରିବାର କ୍ରିୟା
							Example : 
							ଭଗବାନ ଶ୍ରୀକୃଷ୍ଣ କାଳୀୟନାଗ ମର୍ଦ୍ଦନ କରିଥିଲେ
							
Synonyms : ପଦ ଦଳନ
Translation in other languages :
Meaning : କୌଣସି ବସ୍ତୁଆଦିକୁ ନଷ୍ଟକରିବାର କ୍ରିୟା
							Example : 
							ପରମେଶ୍ୱର  ଶତ୍ରୁମାନଙ୍କୁ ମର୍ଦ୍ଦନ କରିବାପାଇଁ ଜନ୍ମ ନେଇଥାନ୍ତି
							
Synonyms : ନଷ୍ଟୀକରଣ
Translation in other languages :
The termination of something by causing so much damage to it that it cannot be repaired or no longer exists.
destruction, devastationMeaning : ଭଲ ଭାବରେ ମକଚିବା, ପେଶିବା, ବା ରଗଡିବା ଆଦି କ୍ରିୟା ବା ଭାବ
							Example : 
							ଶରୀର ମର୍ଦ୍ଦନ ପଶ୍ଚାତ ସେ ଗାଧୋଇବାକୁ ଚାଲିଗଲା
							
Translation in other languages :
अच्छी तरह से मसलने, पीसने या रगड़ने आदि की क्रिया या भाव।
शरीर के आमर्दन के पश्चात वह स्नान करने चला गया।Meaning : ହାତରେ କିଛି ବସ୍ତୁକୁ ଦଳିବା କ୍ରିୟା
							Example : 
							ପହିଲିମାନ ନିଜ ଶରୀରର ମର୍ଦ୍ଦନ ପରେ ହିଁ ଆଖଡାରେ ଓହ୍ଲାଏ
							
Translation in other languages :
Kneading and rubbing parts of the body to increase circulation and promote relaxation.
massage