Meaning : ଅଚାନକ ବହୁତ ଅଧିକ ସଂଖ୍ୟାରେ ଆସିବାର ପ୍ରକ୍ରିୟା
							Example : 
							ଲୋକପ୍ରିୟ ନେତାଙ୍କୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ଼ ମାଡ଼ିଆସିଲା
							
Translation in other languages :
अचानक बहुत अधिक मात्रा में आने की क्रिया।
भीड़ की उमड़ को रोकने के लिए पुलिस को अश्रु गैस छोड़नी पड़ी।Meaning : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
							Example : 
							ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
							
Translation in other languages :
Meaning : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା
							Example : 
							ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
							
Synonyms : ପହଞ୍ଚିବା, ବିସ୍ତାରିତ ହେବା
Translation in other languages :