Meaning : ଏକ ପ୍ରକାରର ଅର୍ଥାଳଙ୍କାର
							Example : 
							ଯୁକ୍ତିରେ କୌଣସି ଉପାୟ ବା କୌଶଳରେ ନିଜର କୌଣସି ଚେଷ୍ଟା ବା ରହସ୍ୟ ଅନ୍ୟକୁ ଲୁଚାଇବାର ଉଲ୍ଲେଖ ବା ବର୍ଣ୍ଣନା ହୋଇଥାଏ
							
Translation in other languages :
एक प्रकार का अर्थालंकार।
युक्ति में किसी उपाय या कौशल से अपनी कोई चेष्टा या रहस्य दूसरे से छिपाने का उल्लेख या वर्णन होता है।Meaning : ଯେଉଁ ଯୁକ୍ତି ବା ବିଧି ମାଧ୍ୟମରେ ବିଶ୍ବର ଉତ୍ପାଦନ ବିଷୟରେ ଅନୁମାନ କରାଯାଇଥାଏ
							Example : 
							ତାଙ୍କର ଯୁକ୍ତି ପୁରା ଠିକ
							
Translation in other languages :
Meaning : କୌଣସି ବସ୍ତୁ ବିଷୟରେ ଅଜ୍ଞାତ ତତ୍ତ୍ୱ କାରଣରୁ ବା ଉତ୍ପତ୍ତିର ବିଚାର ଅନୁସାରେ ନିଶ୍ଚିତ କରିବାର କ୍ରିୟା
							Example : 
							ସେ ନିଜ କଥା ପ୍ରମାଣିତ କରିବା ନିମନ୍ତେ ତର୍କ ପରେ ତର୍କ କରିଚାଲିଥିଲେ
							
Synonyms : ତର୍କ
Translation in other languages :