Meaning : ରାଜାଙ୍କର ପୁତ୍ର
							Example : 
							ରାଜାଙ୍କ ପରେ ରାଜକୁମାରଙ୍କର ହିଁ ତାଙ୍କ ସିଂହାସନ ଉପରେ ଅଧିକାର ଥାଏ ନେପାଳର ରାଜକୁମାର ଶାହୀ ପରିବାରକୁ ହତ୍ୟା କଲେ ଏବଂ ନିଜେ ନିଜ ଗୁଳିର ଶିକାର ହୋଇଗଲେ
							
Synonyms : ରଜାପୁଅ, ରାଜକୁମାର, ରାଜାପୁଅ
Translation in other languages :
A male member of a royal family other than the sovereign (especially the son of a sovereign).
prince