Meaning : ଏକ ପ୍ରକାର ରାଗୁଆ ଫଳ ଯାହା ତରକାରୀରେ ମସଲା ଭାବେ ଉପଯୋଗ କରାଯାଏ
							Example : 
							ତରକାରୀକୁ ରାଗୁଆ କରିବାପାଇଁ ଅଧିକ ଲଙ୍କା ପକେଇବା ଦରକାର
							
Synonyms : ଲଙ୍କା
Translation in other languages :
Meaning : ଏକ ଛୋଟ ଗଛ ଯାହାର କଟୁ ଫଳକୁ ତରକାରିରେ ମସଲାରୂପେ ବ୍ୟବହାର କରାଯାଏ
							Example : 
							କୃଷକ ଖେତର ଲଙ୍କାରେ ପାଣି ଦେଉଛି
							
Synonyms : ଲଙ୍କା
Translation in other languages :