Meaning : ନିଜ ଭୁଲପାଇଁ ଲଜ୍ୟା ଅନୁଭବ କରିବା
							Example : 
							ଶ୍ୟାମ ତା ଚୋରିକାମ ଧରାପଡ଼ିବାରୁ ଲଜ୍ଜିତ ହେଲା
							
Synonyms : ଲଜ୍ଜିତହେବା
Translation in other languages :
अपनी गलती पर लज्जा महसूस करना।
श्याम अपनी चोरी पकड़ी जाने पर लज्जित हुआ।Meaning : ଲାଜରେ ମୁଣ୍ଡ ତଳକୁ କରିବା
							Example : 
							ଶ୍ୟାମର ପତ୍ନୀ ବହୁତ ଲାଜ କରେ
							
Synonyms : ଲଜ୍ୟା କରିବା, ଲାଜ କରିବା, ଶରମ କରିବା
Translation in other languages :