Meaning : ଦେହର ସ୍ମୃତି ଛାଡ଼ିବା
							Example : 
							ମୀରା ଈଶ୍ୱର ଭକ୍ତିରେ ଅଚେତ ଥିଲେ
							
Synonyms : ଅଚେତ ହେବା
Translation in other languages :
Meaning : କୌଣସି ବିଷୟ କିମ୍ବା କାମ କରିବାରେ ମଗ୍ନ ହେବା
							Example : 
							ମୀରା କୃଷ୍ଣଙ୍କ ଭଜନରେ ତଲ୍ଲୀନ ହେଲେ
							
Synonyms : ଆତ୍ମବିସ୍ମ୍ରୁତ ହେବା, ତଲ୍ଲୀନ ହେବା, ଧ୍ୟାନାବସ୍ଥିତ ହେବା, ବୁଡ଼ି ଯିବା, ଭାବାନ୍ୱିତ ହେବା
Translation in other languages :
किसी विषय या कार्य को करने में मग्न होना।
मीरा कृष्ण भजन में तल्लीन हुई।