Meaning : କୌଣସି ଜିନିଷ(ବିଶେଷକରି ଲୁଗା) ଅତ୍ୟଧିକ ଓଲଟାପାଲଟା ହେବାଦ୍ୱାରା ଖରାପ ହୋଇଯିବା
							Example : 
							ଅତ୍ୟଧିକ  ଓଲଟାପାଲଟା ହେବାଦ୍ୱାରା ଏହି ଲୁଗା ଲୋଚାକୋଚା ହୋଇଯାଇଛି
							
Translation in other languages :
किसी चीज का (विशेषकर कपड़ा) अत्यधिक उलटे-पुलटे जाने के कारण खराब हो जाना।
अत्यधिक उलटने-पुलटने के कारण यह कपड़ा गिंज गया है।Meaning : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା
							Example : 
							ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି
							
Synonyms : ବଙ୍କାହେବା, ମୋଡ଼ି ହେବା, ସଙ୍କୁଚିତ ହେବା, ସାଙ୍କୁଡ଼ିଯିବା
Translation in other languages :
Meaning : ଦୁଇ ପରସ୍ତ ହେବା
							Example : 
							ସେ ହସି ହସି ଲୋଚାକୋଚା ହୋଇଗଲେ
							
Synonyms : ଆକେତା ହେବା, ଦିଭାଙ୍ଗ ହେବା, ବେଦମ ହେବା, ଭାଙ୍ଗି ପଡିବା
Translation in other languages :