Meaning : କିଛି ପାଇବାପାଇଁ ତୀବ୍ର ଏବଂ ଅନୁଚିତ ଇଚ୍ଛା କରିବା
							Example : 
							ସେ ନିଜ ଭାଇର ସମ୍ପତ୍ତିପାଇଁ ଲାଳାୟିତ
							
Synonyms : ଲଳାୟିତ ହେବା, ଲାଳସା କରିବା, ଲାଳସା ରଖିବା
Translation in other languages :
कुछ पाने की तीव्र और अनुचित इच्छा करना।
वह अपने भाई की संपत्ति पाने के लिए ललच रहा है।