Meaning : କୌଣସି ରାଜ୍ୟଉପରେ ଶାସନ କରୁଥିବା ଶାସକ ଦଳ
							Example : 
							ଶାସକ ଦଳ ସର୍ବ ସାଧାରଣଙ୍କପାଇଁ ଏକ ଆଦେଶ ଜାରି କରିଛି
							
Translation in other languages :
Meaning : ଯେଉଁ ପକ୍ଷ ବା ଦଳ ହାତରେ ସତ୍ତା ଥାଏ
							Example : 
							ସଂସଦରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୁମୁଳ ଟଣାଓଟରା ଚାଲିଛି
							
Synonyms : ଶାସକ ଗୋଷ୍ଠୀ
Translation in other languages :
वह पक्ष या दल जिसके हाथ में सत्ता हो।
संसद में सत्ता पक्ष और विरोधी पक्ष में बहुत खींचातानी चल रही है।