Meaning : ଦ୍ବିଜ ଜାତୀୟମାନଙ୍କ ନିମନ୍ତେ ବିହିତ ସଂସ୍କାର କରିବା କ୍ରିୟା
							Example : 
							ପଣ୍ଡିତେ ବର୍ତ୍ତମାନ ସଂସ୍କରଣରେ ଲାଗିଛନ୍ତି
							
Translation in other languages :
Meaning : ଭଲ,ନୂଆ ଏବଂସୁନ୍ଦର ରୂପ ଦେବାର କ୍ରିୟା
							Example : 
							ଏବେ ଏଥିରେ ଆହୁରି ଅଧିକ ସଂସ୍କରଣର ଆବଶ୍ୟକତା ରହିଛି
							
Meaning : ପୁସ୍ତକର ପ୍ରଥମ ଛପାକାମ
							Example : 
							ଏହି ପୁସ୍ତକର ପ୍ରଥମ ସଂସ୍କରଣ ବଜାରକୁ ଆସିଯାଇଛି
							
Translation in other languages :
The form in which a text (especially a printed book) is published.
edition