Meaning : ଦୁର୍ଦ୍ଦିନରେ କାମରେ ଆସିବାପାଇଁ ସଞ୍ଚୟ କରି ରଖାଯାଇଥିବା ଧନ
							Example : 
							ଭବିଷ୍ୟତପାଇଁ ସଞ୍ଚିତ ଧନ ଅବଶ୍ୟ ରଖିବା ଉଚିତ
							
Synonyms : ସଞ୍ଚିତ ଅର୍ଥ, ସଞ୍ଚିତ ନିଧି, ସଞ୍ଚିତ ପୁଞ୍ଜି
Translation in other languages :
कठिन समय पर काम आने के लिए बचाकर रखा हुआ धन।
भविष्य के लिए संचित निधि अवश्य रखना चाहिए।