Subscribe
URL of the page has been copied to clipboard.
Meaning : ମନୁଷ୍ୟ ନିର୍ମିତ ଏକ ପ୍ରକାର ବସ୍ତି ଯାହା ଗାଁ ଓ ଛୋଟ ସହରଠାରୁ ବହୁତ ବଡ଼ ଏବଂ ଯେଉଁଥିରେ ବିଭିନ୍ନ ପ୍ରକାରର ଲୋକ ରହନ୍ତି ଏବଂ ବଜାର ରହିଥାଏ
Example : ମୁମ୍ବାଇ ଭାରତର ସବୁଠୁ ବଡ଼ ସହର
Synonyms : ଟାଉନ୍, ନଗର, ନଗରୀ, ମହାନଗରୀ, ସିଟି
Translation in other languages :हिन्दी
मनुष्य की वह बस्ती जो गाँव और कस्बे से बहुत बड़ी होती है और जिसमें सब तरह के बहुत-से लोग रहते और बाज़ार होते हैं।
Meaning : କୌଣସି ସହରରେ ରହୁଥିବା ଲୋକ
Example : ନେତାଙ୍କ ହତ୍ୟାକୁ ସାରା ସହର ବିରୋଧ କଲା
Synonyms : ନଗର
Translation in other languages :हिन्दी English
किसी शहर में रहने वाले लोग।
People living in a large densely populated municipality.
Install App