Meaning : ମଧ୍ୟମ ଧରଣର ଏକ ବୃକ୍ଷରୁ ଖାଇବା ନିମନ୍ତେ ପ୍ରାପ୍ତ ଫଳ
							Example : 
							ସେ ପ୍ରତିଦିନ ଜଳଖିଆରେ ଗୋଟିଏ ଆତ ବି ଖାଏ
							
Synonyms : ଆତ
Translation in other languages :
The fruit of any of several tropical American trees of the genus Annona having soft edible pulp.
custard appleMeaning : ମଝିଲା ଆକାରର ଗୋଟିଏ ଗଛ ଯାହାର ଫଳ ଖିଆଯାଏ
							Example : 
							ସେ ନିଜ ବଗିଚାରେ ସୀତାଫଳ ଲଗାଇଛି
							
Translation in other languages :
Any of several tropical American trees bearing fruit with soft edible pulp.
custard apple, custard apple tree