Meaning : ଯେଉଁ ସହାୟକ ମାଲିକ କିମ୍ବା କୌଣସି ସଂସ୍ଥାପାଇଁ ପତ୍ରବ୍ୟବହାର ଓ ଲେଖାଲେଖି କାମ କରେ
							Example : 
							ମୋହନକୁ ଏହି ସରକାରୀ ସମିତିର ସଚିବ କରାଯାଇଛି
							
Synonyms : ସଚିବ
Translation in other languages :
An assistant who handles correspondence and clerical work for a boss or an organization.
secretarial assistant, secretary