Meaning : ହାତୀର ମସ୍ତକ
							Example : 
							ମାହୁନ୍ତ  ବେଳେବେଳେ ଅଙ୍କୁଶରେ ହାତୀମୁଣ୍ଡରେ ଆଘାତ କରୁଥିଲା
							
Synonyms : ହସ୍ତୀମସ୍ତକ
Meaning : ହାତୀର ମସ୍ତକ
							Example : 
							ମନ୍ଦିର ଆଗରେ ଛିଡା ହୋଇଥିବା ସୁସଜ୍ଜିତ ହାତୀମୁଣ୍ଡ ଉପରେ ପିଲାମାନେ ହାତ ବୁଲାଇଲେ
							
Synonyms : ଗଜମସ୍ତକ, ହସ୍ତୀମସ୍ତକ
Translation in other languages :
हाथी का मस्तक।
बच्चे ने मंदिर के सामने खड़े हाथी के सुसज्जित हस्तिमस्तक पर हाथ फेरा।