Meaning : ଯେଉଁ ଆଦେଶଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବା ଆଦି ବିଶେଷ ପ୍ରକାରର କାର୍ଯ୍ୟକଳାପଗୁଡ଼ିକ ମନା ହୋଇଥାଏ
Example :
ସହରରେ କର୍ଫ୍ୟୁ ଲାଗିବା ଆଜିକୁ ତିନିଦିନ ହେଲାଣି
Translation in other languages :
An order that after a specific time certain activities (as being outside on the streets) are prohibited.
curfew