अर्थ : ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ
							उदाहरण : 
							ଆମେ ସବୁବେଳେ ସତ କହିବା
							
पर्यायवाची : ଅନବଧି, ଅନବରତ, ଅହରହ, ଦିନରାତି, ନିରନ୍ତର, ନିଶିଦିବସ, ସଦାବେଳେ, ସବୁବେଳେ, ସବୁସମୟରେ, ସର୍ବଦା, ହରଦମ
अन्य भाषाओं में अनुवाद :
हर एक पल या हर समय।
हमें हमेशा सत्य बोलना चाहिए।