अर्थ : କଥାବସ୍ତୁଆଦି ଆରମ୍ଭ କରିବା
							उदाहरण : 
							ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା  ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
							
पर्यायवाची : ଆରମ୍ଭ କରିବା, ବାହାର କରିବା
अन्य भाषाओं में अनुवाद :
Take the first step or steps in carrying out an action.
We began working at dawn.अर्थ : ଉପର ଆଡ଼କୁ ସଙ୍କୁଚିତ ହେବା
							उदाहरण : 
							ହାତ ଧୋଇବାପାଇଁ ସେ ତା କମିଜକୁ ବାହୁଉପରକୁ ଉଠାଇଲା
							
पर्यायवाची : ଊର୍ଦ୍ଧ୍ୱଗାମୀ କରିବା
अन्य भाषाओं में अनुवाद :
अर्थ : ଉଚ୍ଚା କରିବା
							उदाहरण : 
							ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
							
पर्यायवाची : ଉପରକୁକରିବା, ଟେକିବା
अन्य भाषाओं में अनुवाद :
अर्थ : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
							उदाहरण : 
							ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
							
पर्यायवाची : ଆରମ୍ଭ କରିବା
अर्थ : ସ୍ଥାନ ତ୍ୟାଗ କରିବା
							उदाहरण : 
							ସେ ନିଜେ ବସିବାପାଇଁ ସୋହନକୁ ଚଉକି ଉପରୁ ଉଠାଇଲେ
							
अन्य भाषाओं में अनुवाद :
अर्थ : ଭଡ଼ାରେ ଦେବା
							उदाहरण : 
							ମୁଁ ମୋ ଘରର ଅଧା ଭାଗ ଭଡାରେ ଉଠାଇଛି
							
अन्य भाषाओं में अनुवाद :
भाड़े या किराये पर देना।
मैंने अपने मकान का आधा हिस्सा भाड़े पर उठाया है।अर्थ : କ୍ୟାମେରାରେ ଫୋଟୋ ଉଠେଇବା
							उदाहरण : 
							ରୂପେନ୍ଦ୍ର ବହୁତ ଭଲ ଫଟ ଉଠାଏ
							
पर्यायवाची : ଫଟ ଉଠାଇବା, ଫୋଟୋ ଉଠାଇବା
अन्य भाषाओं में अनुवाद :
कैमरे से फोटो लेना।
रुपेन्द्र बहुत बढ़िया फोटो खींचता है।Record on photographic film.
I photographed the scene of the accident.अर्थ : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
							उदाहरण : 
							ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ  ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
							
पर्यायवाची : ଉଚ୍ଚରେ ରଖିବା, ଉପରେ ରଖିବା, ଚଢ଼ାଇବା, ଶୀର୍ଷରେ ରଖିବା
अन्य भाषाओं में अनुवाद :
अर्थ : ଘର ବା କାନ୍ଥ ଆଦି ତିଆରି କରିବା
							उदाहरण : 
							ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
							
पर्यायवाची : ତିଆରି କରିବା, ନିର୍ମାଣ କରିବା
अन्य भाषाओं में अनुवाद :