अर्थ : ଧାତୁ,ପଥର, କାଠ ଆଦିରେ ଖୋଦେଇକରି କମକୁଟ ଆଦି କରିବାର କାମ
							उदाहरण : 
							ଏହି ମୂର୍ତ୍ତିକାର ବହୁତ ସୁନ୍ଦର କାରୁକାର୍ଯ୍ୟ କରନ୍ତି
							
पर्यायवाची : କମକୁଟ, ଡାଳି, ସୂକ୍ଷ୍ମକାମ
अन्य भाषाओं में अनुवाद :
अर्थ : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ଅଙ୍କିତ କରିବାର କଳା
							उदाहरण : 
							ବଢ଼େଇ ନିଜ ପୁଅକୁ କାରୁକାର୍ଯ୍ୟ ଶିଖାଉଛି
							
पर्यायवाची : କାରୁକଳା
अन्य भाषाओं में अनुवाद :
अर्थ : କାରୁକାର୍ଯ୍ୟ କରାଯାଇଥିବା
							उदाहरण : 
							ଏହି ମନ୍ଦିର ଦ୍ୱାରରେ କାରୁକାର୍ଯ୍ୟ ହୋଇଛି
							
अन्य भाषाओं में अनुवाद :