अर्थ : ବୃକ୍ଷର ଯେଉଁ ତଳ ଅଂଶରେ ଡାଳ ନଥାଏ
							उदाहरण : 
							ଏହି ଗଛର ଗଣ୍ଡି ବହୁତ ସରୁ
							
पर्यायवाची : କାଣ୍ଡ
अन्य भाषाओं में अनुवाद :
अर्थ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
							उदाहरण : 
							କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
							
पर्यायवाची : ଅବଧି, ଚୌହଦି, ଧାର, ପରିସୀମା, ସୀମା
अन्य भाषाओं में अनुवाद :
The point or degree to which something extends.
The extent of the damage.अर्थ : ପଥର, କାଠଆଦିର ସମତଳ ଖଣ୍ଡ ଯାହା ଉପରେଧୋବା ଲୁଗା ସଫା କରେ
							उदाहरण : 
							ଧୋବାତୁଠରେ ଲୁଗା ସଫା କରିବା ପାଇଁ ସ୍ଥାନେସ୍ଥାନେ ଗଣ୍ଡି ରଖା ହୋଇଥିଲା
							
पर्यायवाची : ପାଟ
अन्य भाषाओं में अनुवाद :
अर्थ : ବେକରୁ ଅଣ୍ଟା ପର୍ଯ୍ୟନ୍ତ ଶରୀରର ଭାଗ
							उदाहरण : 
							ଖଣ୍ଡାର ଗୋଟିଏ ଚୋଟରେ ତା’ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଗଲା
							
अन्य भाषाओं में अनुवाद :
अर्थ : ଯେଉଁ ଶରୀରରୁ ମୁଣ୍ଡ କଟାଯାଇଛି
							उदाहरण : 
							ଯୁଦ୍ଧଭୂଇଁର ସ୍ଥାନେସ୍ଥାନେ ଶରୀରର ଗଣ୍ଡି ପଡ଼ିଥିଲା
							
पर्यायवाची : ମୁଣ୍ଡହୀନ ଶରୀର
अन्य भाषाओं में अनुवाद :
Not having a head or formed without a head.
The headless horseman.