अर्थ : ହାତୀର ଗର୍ଜନ
							उदाहरण : 
							ହାତୀଶାଳାରେ ବନ୍ଧା ହୋଇଥିବା ହାତୀମାନେ ଗର୍ଜନ କରୁଥିଲେ
							
पर्यायवाची : ଦୀର୍ଘ ଚିତ୍କାର କରିବା
अन्य भाषाओं में अनुवाद :
अर्थ : ସିଂହଆଦି ଜନ୍ତୁମାନେ ଘୋର ଶବ୍ଦ କରିବା
							उदाहरण : 
							କିଛି ସମୟ ପୂର୍ବରୁ ସିଂହ ଏଠାରେ ଗର୍ଜନ କରୁଥିଲା
							
पर्यायवाची : ଗରଜିବା, ହେଣ୍ଟାଳିବା
अन्य भाषाओं में अनुवाद :
सिंह, बाघ आदि जंतुओं का घोर शब्द करना।
कुछ देर पहले यहाँ सिंह गरज रहा था।अर्थ : ସାପ ଫଁ ଫଁ କରିବା
							उदाहरण : 
							ନାଗ ଫଣା ଟେକି ଫଁ ଫଁ ହେଲା
							
पर्यायवाची : ଫଁ ଫଁ କରିବା, ଫଁ ଫଁ ହେବା, ଫୁତ୍କାର କରିବା, ଫୁଫୁକାର କରିବା
अन्य भाषाओं में अनुवाद :
अर्थ : ଯୋରରେ କହିବା
							उदाहरण : 
							ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
							
पर्यायवाची : ଚିତ୍କାର କରିବା, ଚିଲ୍ଲାଇବା, ରଡ଼ି କରିବା
अन्य भाषाओं में अनुवाद :